ସଙ୍ଗୀନ ହେଉଛି ରାଜଧାନୀ ସ୍ଥିତି: ଗତକାଲି ୭୦୮ ଆକ୍ରାନ୍ତ, ତିନି ମୃତ

ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦ହଜାର ପାର୍ ଭୁବନେଶ୍ବର : କରୋନାରେ ଚଳିତବର୍ଷ ରାଜଧାନୀରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ଏପ୍ରିଲ୍‌ରେ ୪ଜଣ ମରିଛନ୍ତି। ଗୋଟିଏ ଦିନରେ ତିନି ଆକ୍ରାନ୍ତଙ୍କର ମୃତ୍ୟୁ ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉପରମୁହାଁ ରହିଥିବାରୁ ରାଜଧାନୀବାସୀ ସତର୍କ ରହିବାକୁ ବିଏମ୍‌ସି ପକ୍ଷରୁ ନିବେଦନ କରାଯାଇଛି। ଗତକାଲି ରାଜଧାନୀରେ ୭୦୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୦ଜଣ ସୁସ୍ଥ … Continue reading ସଙ୍ଗୀନ ହେଉଛି ରାଜଧାନୀ ସ୍ଥିତି: ଗତକାଲି ୭୦୮ ଆକ୍ରାନ୍ତ, ତିନି ମୃତ